ଓଡ଼ିଶାରେ ୧୦୦୦ କୋଟି ନିବେଶ କରିବ ତବ୍ରିଦ୍ ଗ୍ରୁପ୍

ଭୁବନେଶ୍ବର ଆଇସିଟି କ୍ୟାମ୍ପସରେ ୧୦୦୦ କୋଟି ନିବେଶ କରିବ ତବ୍ରିଦ୍ ଗ୍ରୁପ।

ଏନେଇ ଦୁବାଇରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ତବ୍ରିଦ୍ ଏମଡି ଆଲୋଚନା କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes