ଓଡ଼ିଶାରେ ଚିହ୍ନଟ ହେଲେ ଟମାଟୋ ଫ୍ଲୁ ରୋଗୀ

ଟମାଟୋ ଫ୍ଲୁ ବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (ଏଚ୍ଏଫ୍ଏମଡି) ରୋଗୀ ଓଡ଼ିଶାରେ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର।

ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି ଏଚ୍ଏଫ୍ଏମଡି କହିବା ବୋଲି ସେ କହିଛନ୍ତି। ୩୬ ସନ୍ଦିଗ୍ଧ ଏଚ୍ଏଫ୍ଏମଡି ମାମଲାର ନମୁନା ଆରଏମଆରସିକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ପଜିଟିଭ ବାହାରିଛନ୍ତି । ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି ଏନ୍ଆଇଭି ପୁନେକୁ ପଠାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes