ଓଡ଼ିଶାରେ ଚାରି ପର୍ଯ୍ୟାୟରେ ଭୋଟ: ମେ 13, 20, 25 ଏବଂ ଜୁନ 1

ନିର୍ବାଚନ କମିଶନ ଆଜି ଘୋଷଣା କରିଥିବା କାର୍ଯ୍ୟସୂଚୀ ଅନୁସାରେ ଓଡିଶାରେ ଚାରି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ମେ 13, 20, 25 ଏବଂ ଜୁନ 1 ତାରିଖରେ ମତଦାନ ହେବ l ଜୁନ 4 ତାରିଖରେ ଦେଶବ୍ୟାପୀ ଭୋଟ ଗଣତି ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes