ଓଡ଼ିଆରେ ଲେଖାଯିବ ସବୁ ଶିକ୍ଷାନୁଷ୍ଠାନ ନାମଫଳକ

ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନାମଫଳକ ଓଡ଼ିଆରେ ଲେଖାଯିବ l ଏନେଇ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି l

ଆସନ୍ତା 3ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରି ସରକାରଙ୍କୁ ଅବଗତ କରିବାକୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes