ଏସିଆ ବୁକ ଅଫ ରେକର୍ଡ଼ସରେ ରାମଚନ୍ଦ୍ର

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ଗ୍ରାମପଞ୍ଚାୟତ ଗୋପାଳ ଦୋହରା ଗ୍ରାମର ରାମଚନ୍ଦ୍ର ମହାକୁଡ଼ ଏକ କ୍ଷୁଦ୍ର ମୋନାଲିସା ଚିତ୍ର ଆଙ୍କି ଏସିଆ ବୁକ ଅଫ ରେକର୍ଡସ ରେ ସ୍ଥାନ ପାଇଛନ୍ତି ।

ସେ ଆଗରୁ କ୍ଷୁଦ୍ର ଚିତ୍ରଶିଳ୍ପୀ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ କୃତିତ୍ୱ ଅର୍ଜନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes