ଏସବିଆଇ ସାମ୍ନାରୁ ୨.୩୩ ଲକ୍ଷ ଝାମ୍ପି ନେଲେ ଲୁଟେରା

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏସବିଆଇ ସାମ୍ନାରେ ଏହି ଘଟଣା ଘଟିଛି।

ଜଣେ ବ୍ୟବସାୟୀ ଜମା କରିବାକୁ ଆସୁଥିଲା ବେଳେ ଗୋଟିଏ ପଲ୍‌ସରରେ ୨ ଜଣ ଆସି ଝାମ୍ପିନେଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes