ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଐତିହସିକ ରାଜବାଡି ତଥା ବର୍ତ୍ତମାନର ଏମ୍.ପି.ସି. କନିଷ୍ଠ ମହାବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ପୁରାତନ ଛାତ୍ର ସଂସଦ ସଦସ୍ୟ।
ପୁର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ପ୍ରତିନିଧି ଦଳ ସୁରକ୍ଷା ପାଇଁ ଆଲୋଚନା କରିଲା ପରେ ଆଜି ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ ଓ ପ୍ରଶ୍ନତତ୍ୱ ବିଭାଗ ଅଧିକାରୀଙ୍କ ଦ୍ଵାରା ଅନୁଧ୍ୟାନ କରିବା ସହ ପୁନରୁଦ୍ଧାର ନେଇ ପ୍ଲାନ ପ୍ରସ୍ତୁତ ନେଇ ଆଲୋଚନା କରାଯାଇଛି।