ଏଟିଏମ ଯିବା ବେଳେ 57 ଲକ୍ଷ ଲୁଟି ଡ୍ରାଇଭର ଚମ୍ପଟ

ନୂଆପଡା ଜିଲ୍ଲାର ଖରିଆର ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ବିଭିନ୍ନ ଏଟିଏମ ପାଇଁ ଏକ ଭ୍ୟାନରେ 57 ଲକ୍ଷ ଟଙ୍କା ଯାଉଥିବା ବେଳେ ତାହା ଲୁଟ ହୋଇଯାଇଥିବା ଅଭିଯୋଗ ହୋଇଛି l

ଭ୍ୟାନରେ ଟଙ୍କା ଲୋଡ଼ ହେବା ପରେ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ବସିବା ପୂର୍ବରୁ ଡ୍ରାଇଭର ଭ୍ୟାନ ନେଇ ଚମ୍ପଟ ମାରିଥିଲା l ପରେ ଭରୁକାନି ଜଙ୍ଗଲରେ ଭ୍ୟାନକୁ ଠାବ କରାଯାଇଥିଲେ ମଧ୍ୟ ଟଙ୍କା କିମ୍ବା ଡ୍ରାଇଭର ମିଳିନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes