ଉଲୁଣ୍ଡାରେ ଅଗ୍ନିଶମ ସପ୍ତାହ ପାଳନ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି ।

ଏହି ଅବସରରେ ସହରରେ ଏକ ସଚେତନତା ରାଲି କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes