ଉର୍ଜାର ସୁରକ୍ଷା ପାଇଁ ବାର୍ତା ନେଇ ସାଇକେଲ ମାରାଥନ

ସକ୍ଷମ ପକ୍ଷରୁ ପେଟ୍ରୋଲିୟମ କମ୍ପାନୀ ସହିତ ମିଳିତ ଭାବେ ତୈଳ ଓ ଇନ୍ଧନ ସୁରକ୍ଷା ପାଇଁ ବାର୍ତା ନେଇ ବାରିପଦାରେ ସାଇକେଲ ମାରାଥନ ଅନୁଷ୍ଠିତ ହୋଇଛି।

ବାରିପଦାର ପୂର୍ଣ୍ଣଚନ୍ଦ୍ରପୁର ଠାରୁ ଛାତ୍ରଛାତ୍ରୀଙ୍କ ଦ୍ଵାରା ଉକ୍ତ ସାଇକେଲ ମାରାଥନ ଉଦଘାଟିତ ହୋଇ ସହରରେ ବୁଲି ଉର୍ଜା ସଞ୍ଚୟ କରିବାର ସଚେତନତା ବାର୍ତା ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes