ଉମାଶଙ୍କର ଦାଶ କଟକ-ଭୁବନେଶ୍ବର ଅତିରିକ୍ତ ପୁଲିସ କମିଶନର

ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟକରୁଥିବା ୨୦୦୮ ବ୍ୟାଚ ଭାରତୀୟ ପୁଲିସ ସେବା ଅଧିକାରୀ ଡଃ ଉମାଶଙ୍କର ଦାଶଙ୍କୁ ଆଜି ସରକାର ପଦୋନ୍ନତି ଦେବା ସହ କଟକ ଭୁବନେଶ୍ବରର ପୁଲିସ କମିଶନରେଟର ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes