ଉପନିର୍ବାଚନରେ ଉଚ୍ଚ ଶିକ୍ଷିତା ବିଜେଡ଼ି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନରେ ବିଜୁ ଜନତା ଦଳ ସ୍ବର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି।

ସେ ସମ୍ବଲପୁର ଲେଡିଲୁଇସ ହାଇସ୍କୁଲରେ ଶିକ୍ଷାଲାଭ କରିବା ପରେ ସମ୍ବଲପୁର ସରକାରୀ ମହାବିଦ୍ୟାଳୟରେ ସ୍ନାତକ ଯାଏ ଅଧ୍ୟୟନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes