ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ବଲାଙ୍ଗିର ଇନ୍ଦିିରା ନଗରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି।

ପ୍ରଶାସନିକ ଟିମ୍ ସହ ଉପଜିଲ୍ଲାପାଳ ପହଞ୍ଚିବା ପରେ ଉଚ୍ଛେଦକୁ ବିରୋଧ କରି ଉପଜିଲ୍ଲାପାଳଙ୍କୁ ଘେରିଛନ୍ତି ଲୋକେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes