ଉଦଳା ବ୍ଲକରେ ମିଶନ ଶକ୍ତି ଫୁଡ୍ କେଫ୍ ଉଦଘାଟନ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ପରିସରରେ ମିଶନ ଶକ୍ତିର ଫୁଡ୍ କେଫକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଛନ୍ତି।

ଏହି ଫୁଡ୍ କେଫ୍ ଦ୍ଵାରା ମିଶନ ଶକ୍ତିର ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି କହିଛନ୍ତ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସମେତ ଏସପି ଋଷିକେଶ ଡି ଖିଲାରି, ଉଦଳା ଉପଜିଲ୍ଲାପାଳ ଭଗବାନ ବେହେରା ଓ ବିଡ଼ିଓ ଦେବଜାନୀ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes