ଉଦଳା ଅଞ୍ଚଳରେ କାଳ ବୈଶାଖୀ ବର୍ଷା

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ଆଜି ମଧ୍ୟାହ୍ନ ସମୟରୁ କାଳ ବୈଶାଖୀ ବର୍ଷା ଆରମ୍ଭ ହୋଇଛି ।

ବର୍ଷା ଓ ପବନ ମଧ୍ୟମ ଧରଣ ହେଉଥିବା ବେଳେ କୁଆପଥର ଅଧିକ ବୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି । ଯାହାକି ଏବେ ପନିପରିବା ଚାଷ ଅନେକ କ୍ଷତି ହେବ ବୋଲି ଆଶଙ୍କା କରାଯାଉ ଥିବା ବେଳେ ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes