ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରସନ୍ନ କୁମାର ସ୍ୱାଇଁ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଏବେ ବ୍ରହ୍ମପୁର ୟୁନିଭର୍ସିଟିର ଓଡିଆ ବିଭାଗ ମୁଖ୍ୟ ଅଛନ୍ତି ପ୍ରଫେସର ସ୍ୱାଇଁ। ଆଗାମୀ ୩ବର୍ଷ ପାଇଁ ସେ ଦାୟିତ୍ୱରେ ରହିବେ । ପ୍ରଫେସର ସ୍ୱାଇଁଙ୍କର ୩୧ବର୍ଷର ଶୈକ୍ଷିକ ଅଭିଜ୍ଞତା ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes