ଇସ୍ତାହାର କମିଟି ଗଠନ କଲା ବିଜେଡି

୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ।

ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ, ଅମର ପଟ୍ଟନାୟକ ଆବାହକ ଥିବାବେଳେ କମିଟିରେ ୬ ସହ-ଅଧ୍ୟକ୍ଷ, ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes