ଇନ୍ଦିରାଗାନ୍ଧୀ ମହାବିଦ୍ୟାଳୟରେ ଜଳସେବା ଶିବିର

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଠାରେ ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟ ତରଫରୁ ‘ଜଳ ସେବା ଶିବିର’ ଅଧ୍ୟୟନରତ +୨,+୩ ଛାତ୍ରୀ ଓ ଅଧ୍ୟାପିକାଗଣଙ୍କ ସହଯୋଗରେ ଆଜି ଅନୁଷ୍ଠିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes