ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ-ମହିଳା ଉଦ୍ୟମିତା କମିଟିର ଉତ୍ସବ

ଆଜି ରାଜଭବନରେ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଉଇମେନ୍ସ ଏଣ୍ଟ୍ରପ୍ରିନ୍ୟୁରସିପ କମିଟି ପକ୍ଷରୁ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ -ଓଡ଼ିଶାର ଅଧ୍ୟକ୍ଷ ଜେ.ବି. ପାଣି, ସହ -ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା, କମିଟିର ସହ -ଆବାହିକା ତନୟା ପଟ୍ଟନାୟକ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes