ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଶେଖରପୁରଠାରେ ଏହି ଘଟଣା ଘଟିଥିବା ବେଳେ ମୃତ ନାବାଳକର ବାପା ମାଆ ଇଟାଭାଟି ଶ୍ରମିକ, ତାଙ୍କ ଘର ବିହାର ।

ଭାଟିରେ ଖେଳୁଥିବା ବେଳେ ଟ୍ରାକ୍ଟର ମାଡ଼ି ଯାଇଥିଲା । ପୁଅ ଉପରେ ଡ୍ରାଇଭର ଗାଡ଼ି ମଡ଼ାଇ ଦେଇଥିବା ବାପାମା ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes