ଇଓଡବ୍ଲୁ କବ୍‌ଜାରେ ଜବ୍‌ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ

ଜବ୍‌ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂଙ୍କୁ ବିହାର ଗୋପାଳଗଞ୍ଜରୁ ଗିରଫ କରିଛି ଭୁବନେଶ୍ୱର ଇଓଡବ୍ଲୁ ଶାଖା।

‘ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ’ ୱେବ୍‌ସାଇଟ ଖୋଲି ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଲୁଟୁଥିଲେ।‌୧୭ଟି ରାଜ୍ୟରେ ନେଟ୍‌ୱାର୍କ କରି ଠକେଇ କରି ଆସୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes