ଆସୁଛି ନୂଆ ଓ୍ବେବସିରିଜ୍ “ସୁପାରୀ”

ସୁପରିଚିତ ତଥା ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ “ସୁପାରୀ” l ଏହାର ପ୍ରଯୋଜକ ପ୍ରକାଶ ପ୍ରହରାଜ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜା ଡି l

କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଦ୍ଧାରାଗ ବାନାର୍ଜୀ l ସଂଳାପ ଲେଖିଛନ୍ତି ନିଶାନ୍ତ ମାଜିଥିଆ l ବିଭିନ୍ନ ଭୂମିକାରେ ଅଛନ୍ତି ତୁଷାର , ଶୁଭାଙ୍ଗୀ ଓ ସୌରଭ l ପ୍ରେମ ଓ ପ୍ରତାରଣାକୁ ନେଇ ଏ ସିରିଜ ଖୁବଶୀଘ୍ର ଓଟିଟିରେ ରିଲିଜ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes