ଆସନ୍ତା 6 ତାରିଖରେ ନବୀନଙ୍କ ଦୁଇଦିନିଆ ଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 6 ତାରିଖରେ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ l ଗସ୍ତ କାଳରେ ସେ ଆଜାଦୀ କି ଅମ୍ରିତ ମହୋତ୍ସବର ଜାତୀୟ କମିଟି ବୈଠକରେ ସାମିଲ ହେବେ l ବୈଠକରେ ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଇ ରାଜ୍ୟପାଳ ଉପସ୍ଥିତ ରହିବେ l
ଏଥିସହ ମୁଖ୍ୟମନ୍ତ୍ରୀ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଯୋଗ ଦେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes