ଆସନ୍ତା 16 ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ବିଜୁଙ୍କ ଡାକୋଟା ବିମାନ

କୋଲକାତା ବିମାନବନ୍ଦରରେ ଥିବା ବିଜୁ ବାବୁଙ୍କ ଡାକୋଟା ବିମାନ ସଡ଼କ ପଥରେ ଆସି ଆସନ୍ତା 16 ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି l
ଏହା 14 ତାରିଖରେ କୋଲକାତାରୁ ବାହାରିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes