ଆସନ୍ତା 15 ସୁଦ୍ଧା ପୁରୀ ବିମାନବନ୍ଦର ପାଇଁ ଜମି ହସ୍ତାନ୍ତର

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀନମ ଅଧ୍ୟକ୍ଷତାରେ ପୁରୀଠାରେ ପ୍ରସ୍ତାବିତ ଗ୍ରୀନଫିଲଡ ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରାଯାଇଛି l
ଆସନ୍ତା 15 ତାରିଖ ସୁଦ୍ଧା ପ୍ରଥମ ଦଫାରେ 940 ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ହସ୍ତାନ୍ତର କରିବାକୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes