ଆସନ୍ତା ୨୪ ଘଣ୍ଟାରେ ବର୍ଷା, ବଜ୍ରପାତ ଚେତାବନୀ April 15, 2022 by Odisha କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି l