ଆସନ୍ତା ୨୪ରେ ସ୍ବର୍ଗତଃ ଭାଗବତ ପ୍ରସାଦ ନନ୍ଦଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ

ଆଗାମୀ ସେପ୍ଟେମ୍ବର ୨୪ତାରିଖ ସନ୍ଧ୍ୟା ୫.୩୦ରେ ବରଗଡ଼ ସାମ୍ବାଦିକ ସଂଘ ଏବଂ ଭାଗବତ ନନ୍ଦ ସ୍ମୃତି ସମିତି ପକ୍ଷରୁ ବିଜୁ ପଟ୍ଟନାୟକ ଟାଉନ ହଲ ବରଗଡ଼ ଠାରେ ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ, ଭୂଦାନ ଆନ୍ଦୋଳନର କର୍ମୀ ସ୍ବର୍ଗତଃ ଭାଗବତ ପ୍ରସାଦ ନନ୍ଦଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ‘ ଭାଗବତଙ୍କୁ ଭାବାର୍ପଣ’ ପାଳନ କରାଯିବ ।

ଏଥିରେ ଆପଣ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିବାକୁ ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି ସମିତି ପକ୍ଷରୁ ନିବେଦନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes