ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ୍‌ ଟିକାଦାନ ଆରମ୍ଭ

ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି କୋଭିଡ ଟିକା ଦିଆଯିବ।

ଦ୍ୱିତୀୟ ଏବଂ ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତି ଟିକା ନେଇପାରିବେ। ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିସିଲ୍ଡ ଟିକା ଉପଲବ୍ଧ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes