ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଦିନ ୧୧ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୂଚନା ଦେଇଛନ୍ତି।

ojee.nic.inରୁ ନିଜର ରାଙ୍କ କାର୍ଡ଼ ଡାଉନଲୋଡ କରିହେବ । ଜୁଲାଇ ୪ ରୁ ୭ ଯାଏ ହୋଇଥିଲା ଓଜେଇଇ ପରୀକ୍ଷା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes