ଆସନ୍ତାକାଲିଠୁ ବିଏମସିର ଉଚ୍ଛେଦ ବନ୍ଦ

ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କା କହିଛନ୍ତି, କାଲିଠୁ ଉଚ୍ଛେଦ ହେବନି।

ପରବର୍ତ୍ତୀ ପର୍ଯ୍ୟୟରେ ଥଇଥାନ ନେଇ ନିଷ୍ପତ୍ତି ହେବ ବୋଲି ସୁରେଶ ଲେଙ୍କା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes