ଆରବିଆଇ ପାଖ ବିଦ୍ୟୁତ ଖୁଣ୍ଟରେ ନିଆଁ

ଭୁବନେଶ୍ୱର ଆରବିଆଇ କ୍ୟାମ୍ପସକୁ ଲଗିଥିବା ବିଦ୍ୟୁତ ଖୁଣ୍ଟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି।

ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଛି। ନିଆଁ କେଉଁ ପରିସ୍ଥିତିରେ ଲାଗିଲା ସ୍ପଷ୍ଟ ହୋଇପାରି ନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes