ଆରଡବ୍ଲୁଏସ୍ଏସ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିପୁଳ ସଂପତ୍ତି ଠାବ

ଆରଡବ୍ଲୁଏସ୍ଏସ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଠାରୁ ଏଯାବତ ୩ଟି କୋଠା, ୧୪ ପ୍ଲଟ ସହ ବହୁ ସଂପତ୍ତି ଠାବ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ଆଇଗିଣିଆରେ ୩ ମହଲା, ପର୍ଜଙ୍ଗରେ ୨ ମହଲା କୋଠା ସହ ଅନୁଗୁଳରେ ଶାଳୀ ନାଁରେ ୩ ମହଲା କୋଠା, ଭୁବନେଶ୍ୱର, ଅନୁଗୁଳ ଏବଂ ଢେଙ୍କାନାଳରେ ମୋଟ ୧୪ଟି ପ୍ଲଟ ଠାବ ହୋଇଛି। ବ୍ୟାଙ୍କ ଜମା ୧୫ ଲକ୍ଷ, ନଗଦ ୧.୮ ଲକ୍ଷ, ଗୋଟିଏ କାର୍ ଜବତ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes