ଆମ୍ବେଦକର ଜୟନ୍ତୀ ହିଂସାକାଣ୍ଡରେ ଜଡ଼ିତ ବ୍ୟକ୍ତିଙ୍କ ନାଁରେ ମାମଲା

ନିକଟରେ ବରଗଡ଼ ଜିଲ୍ଲା ଗୋଡଭଗାରେ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଏଓଏସସିଏଫ ଶାଖା ପକ୍ଷରୁ ଉପ ସଭାପତି ହରିହରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିଶ୍ଵନାଥପୁର ଥାନାରେ ଏତଲା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes