ଆବାସ ହିତାଧିକାରୀ ତାଲିକା ଅଣ୍ଡର ଦ ଟେବୁଲ୍ ନହେଉ: ଅପରାଜିତା

ଆବାସ ତାଲିକା ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସବୁ ରାଜ୍ୟରେ ୱାର୍କ ଅର୍ଡର ଦିଆସରିଲାଣି, ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହୋଇନି।

ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ, ବିଜେପି ଗାଁ ଗାଁରେ ନଜର ରଖିଛି। କୌଣସି ପରିସ୍ଥିତିରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯିବା ଉଚିତ ନୁହେଁ, ରାଜ୍ୟ ସରକାର ଅଭିଯୋଗର ତର୍ଜମା କରି ଫାଇନାଲ ଲିଷ୍ଟ ପ୍ରକାଶ କରନ୍ତୁ ବୋଲି କହିଛନ୍ତି ଅପରାଜିତା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes