ଆପୋଲୋ ହସ୍ପିଟାଲରେ ମନ୍ତ୍ରୀ ନବ ଦାସ ; ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଅଣାଯାଇଥିବା ବେଳେ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ପହଞ୍ଚିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସ୍ୱତନ୍ତ୍ର ଗ୍ରୀନ କରିଡର ବ୍ୟବସ୍ଥାରେ ମନ୍ତ୍ରୀଙ୍କୁ ଆପୋଲୋ ଅଣାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes