ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ସୋନପୁର ଏବଂ ଷ୍ଠିଚଟିଙ୍ଗ୍ କିଣ୍ଡରପୋଷ୍ଠ ଜିଗେଲ୍ସ୍ ନେଦରଲାଣ୍ଡ ସହାୟତା ରେ ଭୀମ ଭୋଇ କଲ୍ୟାଣ ମଣ୍ଡପ ଖଲିଆପାଲି ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଅଛି।
ମଲଲ୍ଲିକମୁଣ୍ଡା, ମୟୁରଉଡାନ, ଖଲିଆପାଲି, ରେଙ୍ଗାଲି ଛକୋରମାଲ, ଲଛିପୁର ଗ୍ରାମ ପଞ୍ଚାୟତ ରୁ ୯୦ ଜଣ ମହିଳା ଉପସ୍ଥିତ ଥିଲେ। ଲିପୁର ସରପଞ୍ଚ ଜ୍ୟୋତିରଞ୍ଜନ ନୂଆଈ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।