ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର ଜିଲ୍ଲାର ହିକୁଡ଼ି ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ଏହି ଅବସରରେ ଆଇଟିଆଇ କଲେଜର ଅଧ୍ୟକ୍ଷ ଶୈଳେଶ ନାୟକ ଅଧ୍ୟକ୍ଷତା କରି ଛାତ୍ରୀମାନେ ଆତ୍ମ ରକ୍ଷା କୌଶଳ ଶିକ୍ଷା କରିବା ବହୁତ ଜରୁରୀ ବୋଲି କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes