ଆଜି ସୋନପୁର ରେ ମେଲୋଡି କାର୍ଯ୍ୟକ୍ରମ

ସୋନପୁର ଜିଲ୍ଲା ସଦର ଦୁର୍ଗାମଣ୍ଡପ ଛକ ଠାରେ ଆଜି ରାତି୧୦ ଟାରେ ଶୀତଳଷଷ୍ଠୀ ଅବସରରେ ହରି ଓଁ ମେଲୋଡି ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes