ଆଜି ରାଜଭବନ ଘେରିବ କଂଗ୍ରେସ

ଦରଦାମ୍ ବୃଦ୍ଧି ପ୍ରସଙ୍ଗ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ ।

ଆଜି ରାଜଭବନ ଘେରାଉ କରିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳ ଅଫିସ ଘେରାଉ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes