ଆଜିଠୁ ଜେଇଇ ମେନ ପରୀକ୍ଷା

୨୦୨୨ ଶିକ୍ଷାବର୍ଷରେ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଜେଇଇ ମେନ -୧ତଥା ପ୍ରଥମ ସେସନ ପରୀକ୍ଷା ଅନୁଷ୍ଠିତ ହେବ ।

ଆସନ୍ତା ୨୯ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ । ଓଡିଶାର ୩୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ୨୪ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes