ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ

ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ସମ୍ମିଳନୀର ବିଷୟବସ୍ତୁ ରହିଛି ନିରନ୍ତର ତଥା ସ୍ବୟଂ ପରିପୋଷିତ ବିକାଶ କ୍ଷେତ୍ରରେ ନଗର ଓ ଆଞ୍ଚଳିକ ଯୋଜନା ପ୍ରସ୍ତୁତିର ଆହ୍ବାନ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes