ଆଗ୍ରହୀମହିଳା ଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ;ବଙ୍ଗୋମୁଣ୍ଡା ବ୍ଲକ ର ଟିଟିସିଲେଟ ଗ୍ରାମରେ,ମା ସରସ୍ବତୀ ଦଳର, ଆଗ୍ରହୀ ମହିଳା ମାନଙ୍କ ଦକ୍ଷତା ବୃଦ୍ଧି, ପାଈଁ ଆଜି ,ଏକ ବେଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ  ଅଂଶଗ୍ରହଣକାରୀଙ୍କୁ,କଥା କହିବାର ଶୈଳୀ,ଯୋଗାଯୋଗ,ବିଭିନ୍ନ ସମସ୍ୟାର ସମାଧାନ
ଓ .କାର୍ଯ୍ୟ ପ୍ରାଥମିକତା ଓ ଉପାଦେୟତା ଇତ୍ୟାଦି ଉପରେ ,ଶ୍ରୀ ରଂଜନ ଛତ୍ରିଆତାଲିମ ପ୍ରଦାନ କରିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes