ଆଇପିଏଲ ବେଟିଂ ରାକେଟର ୫ ଗିରଫ, ଟଙ୍କା ଓ ସୁନା ଜବତ

ଅନଲାଇନ ଆପ ମାଧ୍ୟମରେ ଆଇପିଏଲ ବେଟିଂ ଚଳାଉଥିବା ଏକ ରାକେଟର ପାଞ୍ଚ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଗୋଶାଣୀନୂଆଗାଁ ପୁଲିସ ଆଜି କହିଛି l

ସେମାନଙ୍କ ଠାରୁ 4.56 ଲକ୍ଷ ଟଙ୍କା, 203 ଗ୍ରାମ ସୁନା ଓ 6 ଟି ମୋବାଇଲ ଫୋନ ଜବତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes