ଆଇପିଏଲ୍ ବେଟିଂ ବେଳେ ପୁଲିସର ଚଢ଼ାଉ, ଜଣେ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ କେନ୍ଦୁମୁଣ୍ଡି ପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରି ଜଣକୁ ଗିରଫ କରିଛି।

ଧର୍ମଗଡ ଏସଡିପିଓ ଧିରଜ୍ ଚୋପଦାରଙ୍କ ନେତୃତ୍ବରେ ଚଢ଼ାଉ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes