ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଅଞ୍ଚଳର ଅସହାୟ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି।
ପ୍ରତ୍ୟେକ ଦିନ ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରୁଛନ୍ତି। ଆଗକୁ ଏଭଳି ସେବା ଜାରି ରହିବ ବୋଲି ଶ୍ରୀ ଲୁହା ପ୍ରକାଶ କରିଛନ୍ତି।
Credible Local News of Odisha