ଅମ୍ବାଭୋନାରେ 24 ଘଣ୍ଟାରେ 67 ମିମି ବର୍ଷା June 26, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ବରଗଡ ଜିଲ୍ଲାର ଅମ୍ବାଭୋନାରେ 67 ମିଲିମିଟର ବର୍ଷା ରେକର୍ଡ ହୋଇଛି l