ଅଭିଯୁକ୍ତ ବିଜୟ ସେଠୀକୁ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ୱର ହାଉସିଂ ବୋର୍ଡରେ ସ୍ତ୍ରୀ ଓ ଶାଳୀ ହତ୍ୟା ଘଟଣାରେ
ଅଭିଯୁକ୍ତ ବିଜୟ ସେଠୀକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍।

ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes