ଅବସରପ୍ରାପ୍ତ ସେନା କର୍ମଚାରୀ ଗିରଫ

ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୁଲିସ।

ତାଳବସ୍ତ ଫାଣ୍ଡି ନିକଟ ପଦନପୁର ଗାଁ ବାଲିତଇଲା ଶବରସାହିରୁ ଗିରଫ କରାଯାଇଥିବା ସୂଚନା ମିଳିଛି।ଅଭିଯୁକ୍ତ ପୁଲିସକୁ ମରଣାନ୍ତକ ଆକ୍ରମଣ କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes