ଅପହୃତ ନାବାଳକର ମୃତଦେହ ଜଙ୍ଗଲରୁ ଉଦ୍ଧାର

ବଲାଙ୍ଗୀରର ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରଭଟା ପଡାରୁ ଗତ 23 ତାରିଖରେ ଜଣେ ନାବାଳକକୁ କେହି ସମ୍ପର୍କୀୟ ଅପହରଣ କରି ନେଇ ହ୍ଵାଟ୍ସଆପ ଯୋଗେ 10 ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା l

ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ମଧ୍ୟ ଅଟକ ରଖିଥିଲା l ଆଜି ଅପହୃତ ନାବାଳକର ମୃତଦେହ ନିକଟବର୍ତ୍ତୀ ସିକେର ଜଙ୍ଗଲରୁ ଠାବ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes