ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ କିଛି ବିବାଦୀୟ ପୋଷ୍ଟ ବିରୋଧରେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନର ଶୁଣାଣି କରି ଆଜି ହାଇକୋର୍ଟ ଉଭୟଙ୍କୁ ତାଗିଦ କରି କେହି କାହା ବିରୋଧରେ ସୋସିଆଲ ମିଡ଼ିଆରେ ପୋଷ୍ଟ ନ କରିବାକୁ ତାଗିଦ କରିଛନ୍ତି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 4 ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି l